ପିଲାଙ୍କ ପାଇଁ ଖେଳର ଗୁରୁତ୍ୱ | Role of Sports in Child Development, in Odia | Sambit Nanda

Sambit Nanda15 April 20254:511.4K views

About this video

ପ୍ରତ୍ୟେକ ଛୋଟ ପିଲା ପାଇଁ ଖେଳର ଗୁରୁତ୍ଵ ରହିଛି। ଖେଳିବା ଦ୍ୱାରା ପିଲାମାନଙ୍କର ମାନସିକ ଏବଂ ଶାରୀରିକ ବିକାଶ ହୋଇଥାଏ। ଏହାଛଡ଼ା ନିଜ ସାଙ୍ଗସାଥୀମାନଙ୍କ ସହ ଖେଳିବା ଦ୍ୱାରା ପିଲା ଶୀଘ୍ର କଥା କହିବା ସହ ଅନେକ ଜିନିଷ ଶିଖିଥାଏ। ଆସନ୍ତୁ, ମନସ୍ତତ୍ୱବିତ୍‌ ସମ୍ବିତ ନନ୍ଦଙ୍କଠାରୁ ଜାଣିବା ପିଲାଙ୍କ ପାଇଁ ଖେଳର ଗୁରୁତ୍ୱ ବିଷୟରେ। Sports & play are essential for every child. They not only support physical growth but also boost mental development. Team games teach children the value of teamwork, discipline, patience, and leadership. It also encourages social interaction, making it easier for them to build friendships and communicate effectively. Let's know more from Sambit Nanda, a Psychologist.