କେଶ ଝଡ଼ିବା ଓ ଚନ୍ଦାପଣ – କିପରି ପାଇବେ ମୁକ୍ତି? । Dr Satyartha Prakash on Hairfall & Baldness in Odia

Dr Satyartha Prakash11 June 202115:0097K views

About this video

କେଶ ଝଡ଼ିବା ଓ ଚନ୍ଦାପଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ତେବେ କେଶ ଝଡ଼ିବା ଏବଂ ଚନ୍ଦାପଣର କାରଣ କ’ଣ? କୋଭିଡ୍‌ରୁ ସୁସ୍ଥ ହେବା ପରେ କେଶ ଝଡ଼ିବାକୁ ରୋକିବା କିପରି? ଏନେଇ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶଙ୍କ ପରାମର୍ଶ, ଜାଣନ୍ତୁ।