କିଡ୍ନିରେ ପଥର: କେମିତି ଭଲ ହେବ? | Kidney Stones in Odia | Diagnosis & Treatment | Dr Samir Swain
About this video
ଆମ ଶରୀରରେ କିଡ୍ନି ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡ୍ନିର ମୁଖ୍ୟ କାମ। ତେଣୁ କିଡ୍ନିକୁ ସୁସ୍ଥ ରଖିବା ନିହାତି ଦରକାର। କିଡ୍ନିରେ ଷ୍ଟୋନ୍ କାହିଁକି ହୁଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ବିଶିଷ୍ଟ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ସମୀର ସ୍ଵାଇଁଙ୍କଠାରୁ ଜାଣିବା।