କେମିତି ଦୂର କରିବେ ମୁଖ ବ୍ରଣ? | Dr. Kumar Abhishek on Pimples/ Acne (Brana) Care in Odia
About this video
ଯୁବାବସ୍ଥାରେ ମୁଖ ବ୍ରଣ ଏକ ସାଧାରଣ ସମସ୍ୟା। ଏହା ମୁଖ୍ୟତଃ ଯୌବନର ଆରମ୍ଭରେ ଉଭୟ ପୁରୁଷ ଏବଂ ମହିଳାଠାରେ ଦେଖାଯାଏ। ମୁଖ ବ୍ରଣକୁ ନେଇ ଅନେକ ଚିନ୍ତିତ ଥା'ନ୍ତି। ଆପଣ ଜାଣିବା ଦରକାର କି, ଏହାର ଉପଚାର ହୋଇପାରିବ। କେମିତି ଦୂର କରିବେ ମୁଖ ବ୍ରଣ? ଏନେଇ ଡାକ୍ତର କୁମାର ଅଭିଷେକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା