ମସ୍ତିଷ୍କରେ ପାଣି ଜମିଲେ ଦେଖାଦିଏ ଏହି ଲକ୍ଷଣ, କରନ୍ତୁନି ଅବହେଳା! | Hydrocephalus in Odia | Dr Debasish Hota
About this video
ମସ୍ତିଷ୍କରେ ପାଣି ଜମିବା ଏକ ଗମ୍ଭୀର ସ୍ନାୟୁଗତ ସମସ୍ୟା। ଯାହାକୁ ଡାକ୍ତରୀ ଭାଷାରେ ହାଇଡ୍ରୋସେଫାଲସ୍ କୁହାଯାଏ। ଏହା ଉଭୟ ଶିଶୁ ଓ ବୟସ୍କ ଲୋକଙ୍କୁ ହୋଇପାରେ। ତେଣୁ ଏହାର ଲକ୍ଷଣକୁ ଚିହ୍ନି ଠିକ ସମୟରେ ଚିକିତ୍ସା କରାଇଲେ ଯେକୌଣସି ପ୍ରକାରର ଜଟିଳତାକୁ ଏଡ଼ାଇ ଦେଇପାରିବେ। ମୁଣ୍ଡରେ ପାଣି ଜମିବାର କାରଣ କ’ଣ? ମୁଣ୍ଡରେ ପାଣି ଜମିଲେ ଚିକିତ୍ସା କିପରି ହୁଏ? ଆସନ୍ତୁ, ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ହୋତାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।