କାହିଁକି ଭଲ ହେଉନି ଗଣ୍ଠିବାତ ରୋଗ? | Prof Dr Jyoti Ranjan Parida on Arthritis in Odia
About this video
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ଏକ ଜଟିଳ ରୋଗ। ଅନେକ ଲୋକ ସଠିକ ଡାକ୍ତର ଏବଂ ସଠିକ ଚିକିତ୍ସା ଅଭାବରୁ ଏହି ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ଭିତରେ ଜୀବନ କାଟିଥା’ନ୍ତି। ଅନେକଙ୍କ ମନରେ ପ୍ରଶ୍ନ ରହିଥାଏ କି, କାହିଁକି ଗଣ୍ଠିବାତ ରୋଗ ଭଲ ହେଉନାହିଁ? ତେବେ ଅତି ସରଳ ଭାଷାରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବିଶିଷ୍ଟ ରୁମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା।