ଛାତି ଯନ୍ତ୍ରଣା ହୋଇପାରେ ହୃଦ୍ଘାତ। Dr Gunadhar Padhi on Chest Pain in Odia | Symptoms & Treatment
About this video
ଛାତି ଯନ୍ତ୍ରଣାକୁ ଲୋକେ ଏସିଡିଟି ତଥା ଗ୍ୟାସ୍ ଭାବି ଅଣଦେଖା କରିଥାଆନ୍ତି। ହେଲେ ଏହା ହାର୍ଟ ଆଟାକ୍ର ମଧ୍ୟ ଲକ୍ଷଣ ହୋଇପାରେ। ତେବେ ଛାତି ଯନ୍ତ୍ରଣାର କାରଣ ଏସିଡିଟି ନା ହାର୍ଟ ଆଟାକ୍ ତାହା କେମିତି ଜାଣିବେ? ଆଖି ଆଗରେ କାହାର ହାର୍ଟ ଆଟାକ ହେଲେ କେମିତି ଦେବେ ସିପିଆର? ଏନେଇ କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ଗୁଣଧର ପାଢ଼ି କ’ଣ କହୁଛନ୍ତି, ଜାଣନ୍ତୁ।