ସିଗାରେଟ୍‌ ଧୂଆଁରେ ହୋଇପାରେ କି ସ୍ୱାସ୍ଥ୍ୟ ସମସ୍ୟା? | Passive Smoking Effects | Dr Sandip Kumar Barik

Dr Sandip Kumar Barik13 July 20222:251.7K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ସିଗାରେଟ୍‌ ନ ଟାଣିଲେ ବି ଏହାର ଧୂଆଁର ସଂସ୍ପର୍ଶର ଆସିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ସିଗାରେଟ୍‌, ବିଡ଼ି ଆଦି ଉତ୍ପାଦକୁ ଜଣେ ବ୍ୟବହାର କଲେ ତାଙ୍କ ଆଖପାଖରେ ରହୁଥିବା ଲୋକମାନେ ଯେପରିକି ତାଙ୍କର ପରିବାର ଲୋକ, ଅଫିସ୍‌ର ସହକର୍ମୀମାନେ ମଧ୍ୟ ପ୍ରଭାବିତ ହୋଇଥାଆନ୍ତି। ଏହାକୁ ସେକେଣ୍ଡ ହାଣ୍ଡ ସ୍ମୋକ୍‌ ବା ପାସିଭ୍‌ ସ୍କୋକ୍‌ ବୋଲି କୁହାଯାଏ। ଆସନ୍ତୁ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସନ୍ଦୀପ କୁମାର ବାରିକ୍‌ଙ୍କଠାରୁ ଅଧିକ ଜାଣିବା। Passive smoking refers to the inhalation of smoke from cigarettes or cigars being consumed by others near us. Passive smoking can affect family members, office colleagues, and others who interact with persons smoking tobacco products. This is also called second-hand smoking. How does passive smoking affect us? Is passive smoking as harmful as active smoking? Let's find out more from Dr Sandeep Kumar Barik, a Radiation Oncologist.