ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟା ହେଲେ କ’ଣ କରିବେ? | Thyroid Disease in Pregnancy | Dr Sunil Kumar Kota
About this video
ପ୍ରତିବର୍ଷ ମେ’ ୨୫କୁ ବିଶ୍ୱ ଥାଇରଏଡ୍ ଦିବସ ଭାବେ ପାଳନ କରାଯାଏ। ଥାଇରଏଡ୍ ଜନିତ ସମସ୍ୟା ଓ ଏହାର ନିରାକରଣକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ଏହି ହରମୋନ୍ କ୍ଷରଣରେ ବ୍ୟତିକ୍ରମ ଦେଖାଦେଲେ ଥାଇରଏଡ୍ ସମସ୍ୟା ଦେଖାଯାଏ। ଗର୍ଭାବସ୍ଥା ଉପରେ ଥାଇରଏଡ୍ ସମସ୍ୟା କିଭଳି ପ୍ରଭାବ ପକାଏ ଏବଂ ଏହାର ଚିକିତ୍ସା କେମିତି କରିବେ, ସେନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। 25th May of every year is recognized as world thyroid day to increase public awareness about thyroid, its timely diagnosis, treatment, and prevention. All the functions of our body depend on the thyroid hormone. Fluctuations of this hormone may be associated with thyroid problems. Let's find out what Dr Sunil Kumar Kota, Endocrinologist, has to say about how the thyroid problem affects pregnancy and how to treat it?