ଛୁଆଙ୍କଠାରେ ମୋଟାପଣ – କେମିତି କମାଇବା? । Dr Pradeep Kumar Dey on Childhood Obesity in Odia

Dr Pradeep Kumar Dey8 March 202122:5412K views

About this video

ଛୋଟ ବେଳେ ପିଲା ମୋଟା ଥିଲେ ଅଭିଭାବକମାନେ ଡଉଲଡାଉଲ କହିଥାଆନ୍ତି। ହେଲେ ଏହି ମୋଟାପଣ ଧୀରେ ଧୀରେ ବିଭିନ୍ନ ରୋଗକୁ ଡାକିଆଣେ। ତେବେ ଛୁଆଙ୍କଠାରେ ମୋଟାପଣର କାରଣ କ’ଣ? ମେଦ ବହୁଳତା ଯୋଗୁଁ କେଉଁ କେଉଁ ସମସ୍ୟା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ’ କ’ଣ କହୁଛନ୍ତି, ଜାଣନ୍ତୁ।