ଅଟିଜିମ୍କୁ ବୁଝନ୍ତୁ | Know more about Autism in Odia | Prof Satya Mahapatra
About this video
୨୦୦୭ରୁ ପ୍ରତିବର୍ଷ ଏପ୍ରିଲ ୨ରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଭାବରେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ଅଟିଜିମ୍ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଅଟିଜିମ୍ରେ ପୀଡ଼ିତ ପିଲାଙ୍କର ଅଧିକାର ବିଷୟରେ ଆଲୋଚନା କରିବା। ଅଟିଜିମ୍ର କାରଣ, ଏହାକୁ ଚିହ୍ନଟ କେମିତି କରିବା, ଏହାର ଲକ୍ଷଣ ବିଷୟରେ ଆସନ୍ତୁ ସ୍ପିଚ୍ ଲାଙ୍ଗୁଏଜ୍ ପାଥୋଲୋଜିଷ୍ଟ ପ୍ରଫେସର ସତ୍ୟ ମହାପାତ୍ରଙ୍କଠାରୁ ସବିଶେଷ ଜାଣିବା।