କେମିତି କମିବ ପେଟ? | How to Reduce Belly Fat? in Odia | Weight Loss | Dr Mousumi Mishra

Dr Mousumi Mishra15 March 202117:252.0M views

About this video

ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ବ୍ୟକ୍ତି ମୋଟାପଣର ଶିକାର ହେଉଛନ୍ତି। ତେବେ ମୋଟା ହେବାର କାରଣ କ’ଣ? ପେଟର ଚର୍ବି କମିବ କେମିତି? ଏନେଇ ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମୌସୁମୀ ମିଶ୍ର କ’ଣ କହୁଛନ୍ତି, ଅଧିକ ଜାଣନ୍ତୁ।