ଗର୍ଭବତୀ ମହିଳାଙ୍କୁ କୋଭିଡ୍ ହେଲେ ଶିଶୁ ଉପରେ ଏହାର ପ୍ରଭାବ | COVID & Newborns | Dr Aditya Mohapatra
About this video
ଗର୍ଭବତୀ ମହିଳାଙ୍କୁ କୋଭିଡ୍ ହେଲେ ଗର୍ଭସ୍ଥ ଶିଶୁ ଉପରେ ଏହାର ପ୍ରଭାବ କେତେ? ଯଦି ନବଜାତ ଶିଶୁ କୋଭିଡ୍ ପଜିଟିଭ୍ ହୁଅନ୍ତି, ତାଙ୍କର ଯତ୍ନ କିପରି ନେବେ? ଏନେଇ ଜାତୀୟ ସ୍ୱାସ୍ଥ୍ୟ ମିସନ୍ର ଶିଶୁରୋଗ ପରାମର୍ଶଦାତା ଡାକ୍ତର ଆଦିତ୍ୟ ପ୍ରସାଦ ମହାପାତ୍ର କ’ଣ କହୁଛନ୍ତି, ଜାଣନ୍ତୁ। ଗର୍ଭବତୀ ମହିଳାଙ୍କୁ କୋଭିଡ୍ ହେଲେ ଗର୍ଭସ୍ଥ ଶିଶୁ ସଂକ୍ରମିତ ହୁଏ କି? ନବଜାତ ଶିଶୁଙ୍କଠାରେ କୋଭିଡ୍ର ଗୁରୁତର ଲକ୍ଷଣ ଦେଖାଦେଲେ ଚିକିତ୍ସା କ’ଣ ରହିଛି? ଏମ୍ଆଇଏସ୍ସି କ’ଣ ଓ ଏହାର ଲକ୍ଷଣ କ’ଣ? ହୋମ୍ ଆଇସୋଲେସନ୍ରେ ଚିକିତ୍ସିତ ଶିଶୁଙ୍କୁ କେତେବେଳେ ଡାକ୍ତରଖାନା ନେବେ? ଶିଶୁଙ୍କ ପାଇଁ ଉପଲବ୍ଧ ଅନ୍ୟ ଟିକାମାନ କୋଭିଡ୍କୁ ପ୍ରତିରୋଧ କରିପାରିବ କି? କୋଭିଡ୍ରୁ ସୁସ୍ଥ ହେବା ପରେ ଶିଶୁଙ୍କର ଯତ୍ନ କିଭଳି ନେବେ? Can COVID affect Pregnancy or Newborns? How can a newborn baby be cared for? Find out what Dr Aditya Prasad Mohapatra, Consultant paediatrician, National Health Mission has to say. Does the infected mother have an effect on the fetus? Treatments for newborns with severe symptoms of COVID What is Multisystem inflammatory syndrome in children (MIS-C) and what are its symptoms? When will a child treated at home isolation be taken to the hospital? Can other vaccines available for babies prevent COVID? How to take care of a baby after recovering from COVID?