ଖରାପ ସ୍ୱପ୍ନ କାହିଁକି ଆସେ? | Nightmare Disorder in Odia | Causes & Symptoms | Dr Subhankar Swain

Dr Subhankar Swain20 May 20225:3811K views

About this video

ଶୋଇଥିବା ଅବସ୍ଥାରେ ସ୍ୱପ୍ନ ଆସିବା ସ୍ୱଭାବିକ। ହେଲେ ବେଳେ ବେଳେ ସେହି ସ୍ୱପ୍ନ ସୁସ୍ୱପ୍ନ ବା ଭଲ ସ୍ୱପ୍ନ ହୋଇଥାଏ, ତ ବେଳେ ବେଳେ ଖରାପ ସ୍ୱପ୍ନ ହୋଇଥାଏ। ତେବେ ଏହି ସ୍ୱପ୍ନ କାହିଁକି ଆସେ? ଖରାପ ସ୍ୱପ୍ନ ଆସିବାର କାରଣ କ’ଣ? ଏନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। A nightmare, also known as a bad dream, It's normal to dream while you're asleep. But sometimes that dream is a nightmare or a bad dream. So why did this happen? What is the reason for bad dreams? Let's find out how you can deal with a breakup from Dr Subhankar Swain, Neuropsychiatrist.