ଆତ୍ମହତ୍ୟାକୁ ରୋକିବେ କିପରି? | Suicide Prevention in Odia | Gita Das

Gita Das12 July 202224:024.2K views

About this video

Trigger Warning: Suicide ମଣିଷ ଜୀବନ ଏକ ଦୁର୍ଲଭ ଜୀବନ। ଏଥିରେ ଦୁଃଖ, ସୁଖ, ସଂଘର୍ଷ, ସମସ୍ୟା ଓ ବିଭିନ୍ନ ବାଧାବିଘ୍ନ ଥାଏ। କେତେକ ଲୋକ ଏହି ସମସ୍ୟାକୁ ଅତିକ୍ରମ କରି ଜୀବନର ଚଲାପଥରେ ଆଗେଇଚାଲନ୍ତି, ତ କେତେକ ଲୋକ ଏହି ପରିସ୍ଥିତିରେ ହାର ମାନି ଆତ୍ମହତ୍ୟାର ରାସ୍ତା ଆପଣେଇ ଥାଆନ୍ତି। ତେବେ ଆତ୍ମହତ୍ୟା କ’ଣ ଶେଷ ରାସ୍ତା? ଏହି ଚିନ୍ତାଧାରାକୁ ରୋକିବେ କିପରି? ଆସନ୍ତୁ ବରିଷ୍ଠ ମନସ୍ତତ୍ୱବିତ୍‌ ଗୀତା ଦାସଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।