ମହିଳାମାନେ କେମିତି ରହିବେ ସୁସ୍ଥ ଏବଂ ଫିଟ୍‌? | Tips for Women to Stay Fit & Healthy | Dr Harpreet Kaur

Dr Harpreet Kaur30 April 20245:54104K views

About this video

ମହିଳାମାନେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର। ଏହା ସହିତ ନିୟମିତ ବ୍ୟବଧାନରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଫଳରେ ମହିଳାମାନେ ରୋଗରୁ ଦୂରେଇ ରହିପାରିବା ସହିତ ଏକ ଫିଟ୍ ଜୀବନଶୈଳୀ ବଞ୍ଚିପାରିବେ। ମହିଳାମାନେ କେମିତି ନିଜକୁ ସୁସ୍ଥ ଏବଂ ଫିଟ୍ ରଖିପାରିବେ ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହର୍‌ପ୍ରିତ୍ କୌରଙ୍କଠାରୁ ଆସନ୍ତୁ ଜାଣିବା।