ସୁସ୍ଥ ରହିବା ପାଇଁ କ'ଣ ଖାଇବେ? | Diet for Healthy Body | Healthy Eating Tips | Swati Mohapatra

Swati Mohapatra5 October 20246:522.9K views

About this video

ବର୍ତ୍ତମାନ ସମୟରେ ମଣିଷ ଏକ ବ୍ୟସ୍ତବହୁଳ ଜୀବନ ଦେଇ ଗତି କରୁଛି। ଭୋକ ଲାଗିଲା ମାତ୍ରେ ପୋଷଣଯୁକ୍ତ ଖାଦ୍ୟ ପରିବର୍ତ୍ତେ ବାହାର ତେଲ ଭାଜି ଖାଦ୍ୟ ସେବନ କରୁଛନ୍ତି। ଯାହା ଶରୀରରେ ନାନା ପ୍ରକାର ରୋଗ ସୃଷ୍ଟି କରୁଛି। ତେଣୁ କେବଳ ଖାଦ୍ୟ ଖାଇବା ନୁହେଁ, ପ୍ରତିଦିନ ସନ୍ତୁଳିତ ଆହାର ନେବା ଉଚିତ। ସୁସ୍ଥ ଶରୀର ପାଇଁ ବାଲାନ୍ସ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯାହା ଫଳରେ ଆପଣଙ୍କ ଖାଦ୍ୟ ତାଲିକା ହିଁ ଆପଣଙ୍କ ସୁସ୍ଥତାର ପ୍ରମାଣ ଦେବ। ଶରୀରକୁ ସୁସ୍ଥ ରଖିବା ପାଇଁ କ’ଣ ରହିବ ଡାଏଟ୍ ପ୍ଲାନ? କ’ଣ ଖାଇବେ ଏବଂକେଉଁ ଖାଦ୍ୟଠାରୁ ଦୂରେଇ ରହିବେ? ଆସନ୍ତୁ, ଡାଏଟିସିଆନ୍ ସ୍ୱାତୀ ମହାପାତ୍ରାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।