ଛୁଆମାନଙ୍କୁ ବାତ ମାରିଲେ କ’ଣ କରିବେ? | Dr Arakhita Swain on Seizures in Children in Odia
About this video
ବାତ ମାରିବା ବା ମୂର୍ଚ୍ଛାରୋଗ ଏକ ମସ୍ତିଷ୍କଜନିତ ରୋଗ। ଜଣେ ବ୍ୟକ୍ତିକୁ ଫିଟ୍ସ ମାରିଲେ ବ୍ୟକ୍ତିଜଣକ ଥରି ଥରି ତଳେ ପଡ଼ିଯାଏ। ତେବେ ପିଲାକୁ ଫିଟ୍ସ ବା ବାତ କାହିଁକି ମାରେ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରକ୍ଷିତ ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।