ମହିଳାଙ୍କଠାରେ ହ୍ୱାଇଟ୍ ଡିସ୍ଚାର୍ଜ ସମସ୍ୟା । Dr Alakta Das on White Discharge (Leukorrhea) in Odia
About this video
ଲ୍ୟୁକୋରିଆ ଅର୍ଥାତ୍ ଧଳା ସ୍ରାବ ମହିଳାମାନଙ୍କଠାରେ ଏକ ସାଧାରଣ ସମସ୍ୟା। ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଯଦି ଏହି ଡିସଚାର୍ଜର ରଙ୍ଗ ବଦଳିଯାଏ, ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ନିହାତି ଜରୁରୀ। ତେବେ କେତେବେଳେ ଜାଣିବେ ଧଳାସ୍ରାବ ଅସାଧାରଣ? ଦୁର୍ଗନ୍ଧଯୁକ୍ତ ହ୍ୱାଇଟ୍ ଡିସ୍ଚାର୍ଜକୁ ରୋକିବେ କିପରି? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲ୍କତା ଦାସ କ’ଣ କହୁଛନ୍ତି, ଜାଣନ୍ତୁ।