ୟୁରିନ୍‌ ଇନ୍‌ଫେକ୍ସନ୍‌ - ରୋକିବେ କିପରି? | Dr Sukanta Kumar Padhy on Urine Infections in Odia

Dr Sukanta Kumar Padhy21 December 202112:44113K views

About this video

ଉଭୟ ପୁରୁଷ ଓ ମହିଳାଙ୍କଠାରେ ୟୁରିନ୍‌ ଇନ୍‌ଫେକ୍ସନ୍‌ ବା ପରିସ୍ରା ସଂକ୍ରମଣ ସମସ୍ୟା ଦେଖିବାକୁ ମିଳିଥାଏ। ଠିକ୍ ସମୟରେ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ପରିସ୍ଥିତି ଗୁରୁତର ହେବାର ସମ୍ଭାବନା ଥାଏ। ତେବେ କାହିଁକି ହୁଏ ୟୁରିନ୍ ଇନ୍‌ଫେକ୍ସନ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢ଼ୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।