ଘରେ ହିଁ ସ୍ତନ କର୍କଟର ଲକ୍ଷଣକୁ ଜାଣନ୍ତୁ | Breast Self-Examination, in Odia | Breast Cancer |Dr Suman Das

Dr Suman Das11 October 20259:346.2K views

About this video

ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ଏକ ପ୍ରକାର କ୍ୟାନସର, ଯାହା ସ୍ତନର କୋଷଗୁଡ଼ିକରୁ ଆରମ୍ଭ ହୁଏ। ଏହା ପୁରୁଷ ଓ ମହିଳା ଉଭୟଙ୍କୁ ହୋଇପାରେ। କିନ୍ତୁ, ଏହାର ଲକ୍ଷଣକୁ ଆଗୁଆ ଜାଣିପାରିଲେ ଆମେ ଏହାର ଭୟାବହତାକୁ ଏଡ଼ାଇଦେଇପାରିବା। ସବୁଠୁ ଭଲ କଥା ହେଲା, ସ୍ତନ କର୍କଟର ଲକ୍ଷଣକୁ ଜଣେ ଘରେ ରହି ମଧ୍ୟ ଜାଣିପାରିବ, ଯାହାକୁ ସେଲ୍ଫ ବ୍ରେଷ୍ଟ ଏକ୍ଜାମିନେସନ୍‌ କୁହାଯାଏ। ଆସନ୍ତୁ, ଏହି ବିଷୟରେ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସଙ୍କଠାରୁ ଅଧିକ ଜାଣିବା।