ଲାଇପୋସକ୍ସନ୍ ସର୍ଜରୀ କ'ଣ? | Dr. Jayant Kumar Dash on Liposuction in Odia
About this video
ଲାଇପୋସକ୍ସନ୍ ସର୍ଜରୀ ଜରିଆରେ ଆମ ଶରୀରରେ ଥିବା ଅନାବଶ୍ୟକ ଚର୍ବି ଦୂର କରିପାରିବା। ସର୍ଜରୀ ଜରିଆରେ ଚମଡ଼ା ତଳେ ଥିବା ଏହି ଚର୍ବିକୁ କଢ଼ାଯାଇଥାଏ। କେମିତି ହୁଏ ଲାଇପୋସକ୍ସନ୍ ସର୍ଜରୀ? ଏନେଇ ଡାକ୍ତର ଜୟନ୍ତ କୁମାର ଦାଶ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଲାଇପୋସକ୍ସନ୍ ସର୍ଜରୀ କ'ଣ? ଲାଇପୋସକ୍ସନ୍ ସର୍ଜରୀ କ'ଣ? ଗାଇନାକୋମାଷ୍ଟିଆ ସମସ୍ୟାର ଲାଇପୋସକ୍ସନ୍ ସର୍ଜରୀ ଗାଇନାକୋମାଷ୍ଟିଆ କାହିଁକି ହୁଏ? ଲାଇପୋସକ୍ସନ୍ ସର୍ଜରୀର ଉପକାରିତା ଲାଇପୋସକ୍ସନ୍ ସର୍ଜରୀର ପରବର୍ତ୍ତୀ ସାବଧାନତା ଗାଇନାକୋମାଷ୍ଟିଆ ସର୍ଜରୀର ଆବଶ୍ୟକତା Liposuction can help you get rid of unwanted fat in your body. This fat is removed from under the skin by surgery. How does liposuction work? Let’s find out from Dr. Jayant Kumar Das. What is liposuction? Liposuction surgery for gynecomastia in Odia Why does gynecomastia occur? Benefits of liposuction in Odia Precautions after having liposuction in Odia Need for gynecomastia surgery in Odia