ଆର୍ଥ୍ରାଇଟିସ୍ ରୋଗୀଙ୍କୁ କ’ଣ ଖାଇବା ମନା? | Dr Jyoti Ranjan Parida on Diet tips for Arthritis Patient

Dr Jyoti Ranjan Parida24 February 202111:5288K views

About this video

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗୀଙ୍କ ଖାଦ୍ୟ ଖାଇବାକୁ ନେଇ ବିଭିନ୍ନ ଭ୍ରାନ୍ତ ଧାରଣା ରହିଛି। କ'ଣ ଖାଇବେ, କ'ଣ ଖାଇବେ ନାହିଁ, ଏହାକୁ ନେଇ ଅନେକ ରୋଗୀ ଚିନ୍ତାରେ ପଡ଼ନ୍ତି। ତେବେ ଆର୍ଥ୍ରାଇଟିସ୍ ରୋଗୀଙ୍କୁ କ’ଣ ଖାଇବା ମନା? ସେମାନଙ୍କ ପାଇଁ ଶ୍ରେଷ୍ଠ ଖାଦ୍ୟ କ’ଣ? ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡାଙ୍କଠାରୁ ସବୁ ପ୍ରଶ୍ନର ଉତ୍ତର ପାଆନ୍ତୁ।