ମୁଣ୍ଡ ବୁଲାଉଛି କି! ଜାଣନ୍ତୁ କାରଣ ଓ ଚିକିତ୍ସା | Dr Swarup Bikash Mishra on Vertigo in Odia | Treatment

Dr Swarup Bikash Mishra12 April 202111:02244K views

About this video

ଆଜିକାଲି ସମସ୍ତଙ୍କଠାରେ ମୁଣ୍ଡ ବୁଲାଇବା ବା ମୁଣ୍ଡ ଘୁରାଇବା ଭଳି ସମସ୍ୟା ଦେଖାଦେଉଛି। ବିଜ୍ଞାନ ଭାଷାରେ ଏହାକୁ ଭର୍ଟିଗୋ ବୋଲି କୁହାଯାଏ। ତେବେ କାହିଁକି ମୁଣ୍ଡ ବୁଲାଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶ୍ରବଣ ବିଶେଷଜ୍ଞ ଡାକ୍ତର ସ୍ବରୂପ ବିକାଶ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା।