Skip to main content

ଧଇଁସଇଁ ଲାଗୁଛି କି? | What causes Breathlessness? in Odia | Prof Dr Srikant Kumar Dhar

Dr Srikant Kumar Dhar7 May 20265:14880 views

About this video

ଧଇଁସଇଁ ଲାଗିବା ଏକ ସାଧାରଣ ସମସ୍ୟା। ହେଲେ କେତେକ ବ୍ୟକ୍ତି କିଛି ବାଟ ଚାଲୁ ଚାଲୁ ବା ଶୋଇବା ଅବସ୍ଥାରେ ଧଇଁସଇଁ ଅନୁଭବ କରିଥାନ୍ତି, ତା’ହେଲେ ଏହା ଚିନ୍ତାର ବିଷୟ। ଏହି ସମସ୍ୟାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ, କାରଣ ଏହା କୌଣସି ରୋଗର କାରଣ ହୋଇପାରେ। ଆସନ୍ତୁ, ଏନେଇ ଅଧିକ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତୁ କୁମାର ଧରଙ୍କଠାରୁ, ଏହି ଭଡିଓରେ। ଧଇଁସଇଁ ଲାଗୁଛି କି? Sudden or frequent breathlessness should not be ignored. Breathlessness can be a sign of underlying heart or lung problems. Recognising the symptoms early can help in timely diagnosis and treatment. Let’s learn more from Prof Dr Srikant Kumar Dhar, a Medicine Specialist. What causes Breathlessness? in Odia