Skip to main content

ହାର୍ଟକୁ କେମିତି ରଖିବେ ସୁସ୍ଥ? | How to keep your Heart Healthy? in Odia | Dr Mahendra Prasad Tripathy

Dr Mahendra Prasad Tripathy29 September 20267:234.7K views

About this video

ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ହୃଦ୍‌ରୋଗ ଭଳି ଦୂରାରୋଗ୍ୟ ରୋଗ ଦେଖା ଦେଇଥାଏ। କିନ୍ତୁ ଆଧୁନିକ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ଏବେ ଯୁବାବସ୍ଥାରେ ହୃଦ୍‌ଘାତର ଅନେକ ଘଟଣା ସାମ୍ନାକୁ ଆସୁଛି। ତେଣୁ ହାର୍ଟ ବା ହୃଦୟକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ। ସୁସ୍ଥ ହାର୍ଟ ପାଇଁ ସୁସ୍ଥ ଜୀବନଶୈଳୀ, ସୁଷମ ଖାଦ୍ୟ ଏବଂ ଦୈନନ୍ଦିନ ବ୍ୟାୟାମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ, ହୃଦୟରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଠାରୁ ଏନେଇ ଅଧିକ ଜାଣିବା। ବିଶ୍ଵ ହୃଦୟ ଦିବସ (World Heart Day)। ସୁସ୍ଥ ଜୀବନଶୈଳୀ, ସୁସ୍ଥ ହୃଦୟ ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ଵ ହୃଦୟ ଦିବସ ଭାବେ ପାଳନ କରାଯାଏ।