ରକ୍ତଦାନ କରିବାର ସଠିକ ସମୟ | Importance of Blood Donation in Odia | Dr Maysa Soren
About this video
ରକ୍ତର କୌଣସି ବିକଳ୍ପ ନାହିଁ। କୌଣସି କାରଣରୁ ଯଦି ଜଣେ ମଣିଷ ଶରୀରରେ ରକ୍ତ ଚଢ଼େଇବା ଆବଶ୍ୟକ ହୁଏ, ତା’ ହେଲେ କେବଳ ଆଉ ଜଣେ ବ୍ୟକ୍ତିଙ୍କ ରକ୍ତ ଦ୍ୱାରା ପୂରଣ କରିବା ସମ୍ଭବ। ଆସନ୍ତୁ ଡାକ୍ତର ମାଏସା ସୋରେନଙ୍କ ରକ୍ତଦାନ କାହିଁକି ଜରୁରୀ ଓ ରକ୍ତଦାନକୁ ନେଇ ମନରେ ଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର କରିବା।