ନବଜାତ ଶିଶୁର ଯତ୍ନ କେମିତି ନେବେ? | New Born Baby Care in Odia | Prof Dr Radhanath Satpathy
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ନବଜାତ ଶିଶୁର ଯତ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେବେ କେମିତି ନେବେ ନବଜାତ ଶିଶୁର ଯତ୍ନ? ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ରାଧାନାଥ ଶତପାଥୀଙ୍କଠାରୁ ଏବିଷୟରେ ଅଧିକ ଜାଣିବା। The care of the newborn is of utmost importance. So how do you take care of the newborn? Let's know more from Prof Dr Radhanath Satpathy, a Child Specialist & Head, Social Paediatrics and Minority Health, AIPH University.