ଅସହ୍ୟ ମୁଣ୍ଡବିନ୍ଧା ହେଉଛି କି? | Headache: Types, Symptoms & Treatment, in Odia | Dr Aakash Agrawal
About this video
ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। ହେଲେ ସବୁ ମୁଣ୍ଡବିନ୍ଧା ମାଇଗ୍ରେନ୍ ବା ଅଧକପାଳି ହୋଇନଥାଏ, କାରଣ ମୁଣ୍ଡବିନ୍ଧାର ପ୍ରକାର ଭିନ୍ନ ଭିନ୍ନ। ଆସନ୍ତୁ, ମୁଣ୍ଡବିନ୍ଧାର କାରଣ ଏବଂ ଏହାର ନିରାକରଣ ବିଷୟରେ ନ୍ୟୁରୋଲୋଜିଷ୍ଟ ଡାକ୍ତର ଆକାଶ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା।