ଫୁସଫୁସ କର୍କଟ କାହିଁକି ହୁଏ? ଜାଣନ୍ତୁ ଲକ୍ଷଣ ଓ ଚିକିତ୍ସା | Dr Sampat Dash on Lung Cancer in Odia
About this video
ଫୁସଫୁସରେ କୌଣସି କୋଷ ଯଦି ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଲେ, ଏହା ଟ୍ୟୁମର ରୂପ ନେଇଥାଏ। ଏହି ଟ୍ୟୁମର ଶେଷରେ କ୍ୟାନସର ସୃଷ୍ଟି କରିଥାଏ। ତେବେ କାହିଁକି ହୁଏ ଫୁସଫୁସରେ କର୍କଟ? ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାସ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।