ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାଫ୍ରି | Mammogram for Breast Cancer in Odia | Dr Manindra Nayak

Dr Manindra Nayak1 July 20253:49977 views

About this video

ସ୍ତନ କର୍କଟକୁ ଆଗୁଆ ଜାଣିବା ପାଇଁ ମାମୋଗ୍ରାଫି ପରୀକ୍ଷା କରାଯାଏ। ହେଲେ ସବୁ ବୟସର ମହିଳାମାନେ ମାମୋଗ୍ରାଫି କରିବା ଉଚିତ ନୁହେଁ। ଆସନ୍ତୁ, ଏ ବିଷୟରେ ଅଧିକ ଜାଣିବା କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ମନିନ୍ଦ୍ର ନାୟକଙ୍କଠାରୁ, ଏହି ଭିଡିଓରେ।