ହାର୍ଟଆଟାକ୍ - ଲକ୍ଷଣରୁ ଜାଣନ୍ତୁ | Heart attack - Symptoms & Causes in Odia | Dr JK Padhi
About this video
ବିଶ୍ଵ ହୃଦୟ ଦିବସ (ୱାର୍ଲ୍ଡ ହାର୍ଟ ଡେ')। ସୁସ୍ଥ ଜୀବନଶୈଳୀ, ସୁସ୍ଥ ହୃଦୟ ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ଵ ହୃଦୟ ଦିବସ ଭାବେ ପାଳନ କରାଯାଏ। ହୃଦ୍ରୋଗକୁ ପୂର୍ବରୁ ଜାଣିପାରିଲେ ତା’ର ନିରାକରଣ କରିବା ସହଜ ହୋଇଥାଏ। ତେବେ ହୃଦ୍ରୋଗକୁ ଚିହ୍ନିବେ କିପରି? ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଜେକେ ପାଢ଼ିଙ୍କ ପରାମର୍ଶ ଜାଣିବା। World Heart Day is observed each year on 29th September to raise awareness to build a healthy society with a healthy lifestyle and a healthy heart. The heart is the main part of our body. The heart pumps blood to every part of the body. If for some reason there is a problem with the heart, there is a risk of a heart attack. So, What Are the Symptoms of Heart Attack? How to prevent this? Let us find out more from Dr JK Padhi, a Cardiologist.