ଡାଏବେଟିସ୍‌ ରୋଗୀଙ୍କ ପାଇଁ ବ୍ୟାୟାମ | Exercise to Control Diabetes in Odia | Diabetes 360

Swasthya Plus Network19 November 20224:52107K views

About this video

ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଘରେ ଘରେ ଡାଏବେଟିସ୍‌ ରୋଗୀ। ଏହି ରୋଗକୁ କେବଳ ଔଷଧ ଖାଇ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି ସ୍ୱାସ୍ଥ୍ୟକର ଜୀବନଶୈଳୀ, ଔଷଧ, ଡାଏଟ୍‌ ଏବଂ ବ୍ୟାୟାମ। ବ୍ୟାୟାମର କୌଣସି ବିକଳ୍ପ ନାହିଁ। ତେଣୁ, ଡାଏବେଟିସ୍‌ ନିୟନ୍ତ୍ରଣ କରିବାରେ ଏକ ଭଲ ଉପାୟ ହେଉଛି ବ୍ୟାୟାମ। ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ ‘ଡାଏବେଟିସ୍ ୩୬୦’। ‘ଡାଏବେଟିସ୍ ୩୬୦’ ମିଡିଆ କ୍ୟାମ୍ପେନର ‘ପ୍ରାଇମ ପାର୍ଟନର’ ସମ୍ ଅଲ୍ଟିମେଟ୍ ମେଡିକେୟାର। ‘ଆଇ କେୟାର ପାର୍ଟନର’ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ। Diabetes has emerged as a global health problem today. Uncontrolled diabetes can lead to various complications. The best way to control it is through regular medical checkups, a healthy lifestyle, medication, and a proper diet. Exercise has so many benefits & it can help to control Diabetes. ‘Diabetes 360’: Special Media Campaign by Swasthya Plus & OdishaLIVE on World Diabetes Day.