ପିଲାଙ୍କୁ ଓମିକ୍ରନ୍ ହେବାର ଆଶଙ୍କା କେତେ? | Risk of Omicron in Children | Dr Sunil Kumar Agarwala
About this video
କୋଭିଡ୍ର ନୂଆ ଭାରିଏଣ୍ଟ ଓମିକ୍ରନ୍ କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହି ଭାରିଏଣ୍ଟ ଅଧିକ କ୍ଷତିକାରକ ହୋଇନଥିଲେ ମଧ୍ୟ ଏହା ଦ୍ରୁତ ସଂକ୍ରମକ ପରିଲକ୍ଷିତ ହେଉଛି। ବିଶେଷକରି ଏହି ଲହରରେ ପିଲାମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବାର ପୂର୍ବରୁ ଆକଳନ କରାଯାଇଛି। ତେବେ ଶିଶୁମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମିତ ହେବାର ଆଶଙ୍କା କେତେ? ଯଦି ପିଲାଟି କରୋନା ପଜିଟିଭ୍ ହେଉଛି, ତା’ର ଯତ୍ନ କିପରି ରଖାଯିବ? ଏ ସମସ୍ତ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଅଗ୍ରଓ୍ୱାଲ। The new variant of COVID19, Omicron, has begun to expand. Although this variant is not particularly harmful, it is highly contagious. Especially in this wave, children are more likely to be infected. So what is the risk of coronavirus infection in children? What to do if you or your child gets sick with COVID-19? Let's know more from Dr Sunil Kumar Agarwala, a Paediatrician.