ସ୍ପୋର୍ଟ୍ସ ଇଞ୍ଜୁରୀ: କାରଣ ଓ ଚିକିତ୍ସା | Sports Injury in Odia | Signs & Treatments | Dr Aurobinda Das
About this video
ଛୋଟ ପିଲା ହେଉ ଅବା ଯୁବପିଢ଼ି, ଖେଳିବା ସମୟରେ ଆଘାତ ଲାଗିବାର ଆଶଙ୍କା ସବୁବେଳେ ରହିଥାଏ। ଏହି ସ୍ପୋର୍ଟ୍ସ ଇଞ୍ଜୁରୀ ଆଣ୍ଠୁଗଣ୍ଠି, କହୁଣି, ଖଞ୍ଜା, ପାଦର ଏଡିକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ତେବେ ସ୍ପୋର୍ଟ୍ସ ଇଞ୍ଜୁରୀକୁ ରୋକିବେ କେମିତି? ଏହାର ଚିକିତ୍ସା ବିଷୟରେ ଜାଣନ୍ତୁ। ବିଶିଷ୍ଟ ଜଏଣ୍ଟ ରିପ୍ଲେସ୍ମେଣ୍ଟ ସର୍ଜନ ଡାକ୍ତର ଅରବିନ୍ଦ ଦାସଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।