ଅତ୍ୟଧିକ ଓ ଅନିୟମିତ ରକ୍ତସ୍ରାବ: ଚିକିତ୍ସା କ’ଣ? | Abnormal Bleeding: How to Treat? Odia |Dr Harpreet Kaur

Dr Harpreet Kaur24 January 202612:431.4K views

About this video

ପିରିୟଡ୍‌ସ ବେଳେ ଅତ୍ୟଧିକ ଓ ଅନିୟମିତ ରକ୍ତସ୍ରାବ ହେବା ଚିନ୍ତାର ବିଷୟ। ଏହା ମେନୋପଜ୍‌ ପରେ ବି ହୋଇପାରେ। ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରିତ କୌରଙ୍କଠାରୁ ଏହାର କାରଣ ଏବଂ ଚିକିତ୍ସା ବିଷୟରେ ଜାଣିବା।