କାହିଁକି ଝଡୁଛି କେଶ? | Tips to avoid Hair Loss/ Hair Fall, in Odia | Dr Kishan Kumar Agarwal

Dr Kishan Kumar Agarwal8 February 20259:37107K views

About this video

ଆଜିକାଲି କେଶ ଝଡିବା, ଅଳ୍ପ ବୟସରେ କେଶ ପାଚିବା, ଚନ୍ଦା ହୋଇଯିବା ଭଳି ସମସ୍ୟା ବହୁତ ସାଧାରଣ। ଏହାର କାରଣ ଆମର ଖାଦ୍ୟପେୟ, ଷ୍ଟ୍ରେସ୍‌, ପ୍ରଦୂଷଣ ଓ ଅନ୍ୟାନ୍ୟ ରୋଗ। କେଶ ଝଡ଼ିବା ରୋକିବେ କିପରି? ଆସନ୍ତୁ, ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରଓ୍ୱାଲଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।