ଗଣ୍ଠି ପ୍ରତିରୋପଣ ପରେ ଫିଜିଓଥେରାପି । Dr Sibani Sankar Tripathy on Physiotherapy in Odia

Dr Sibani Sankar Tripathy26 July 202112:352.6K views

About this video

ବର୍ତ୍ତମାନ ସମୟରେ ଆଣ୍ଠୁଗଣ୍ଠି ତଥା ଅଣ୍ଟାଜନିତ ସମସ୍ୟା ଯୋଗୁଁ ଅଧିକାଂଶ ଲୋକେ ଗଣ୍ଠି ପ୍ରତିରୋପଣ କରୁଛନ୍ତି। ଗଣ୍ଠି ପ୍ରତିରୋପଣ ପରେ ଫିଜିଓଥେରାପିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଫିଜିଓଥେରାପି କରିବା ଦ୍ୱାରା ପ୍ରତିରୋପଣ ପରେ ହେଉଥିବା ସମସ୍ୟାକୁ ରୋକିହେବ। ତେବେ, ଜଣେ ବ୍ୟକ୍ତି କେତେବେଳେ ଫିଜିଓଥେରାପି କରିବା ଆବଶ୍ୟକ ଓ କ’ଣ କ’ଣ ବ୍ୟାୟାମ କରିବା ଦରକାର। ଏନେଇ ବିଶିଷ୍ଟ ଫିଜିଓଥେରାପିଷ୍ଟ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। Most people now have joint replacement due to knee and hip problems. The role of physiotherapy is very important after joint replacement surgery. This is because physiotherapy can help prevent post-replacement problems. So, when does a person need physiotherapy? Let's find out more from Physiotherapist Dr Sibani Sankar Tripathy.