ବ୍ରେନ୍‌ ଷ୍ଟ୍ରୋକ୍‌କୁ ଚିହ୍ନିବେ କେମିତି? | Symptoms of Brain Stroke in Odia | Dr Subhransu Sekhar Jena

Dr Subhransu Sekhar Jena22 October 20237:303.9K views

About this video

ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣକୁ ଆଗୁଆ ଜାଣିପାରିଲେ ଏବଂ ସମୟ ଥାଉ ଥାଉ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇ ଚିକିତ୍ସା ଆରମ୍ଭ କରିପାରିଲେ ଆମେ ହୁଏତ ବ୍ୟକ୍ତିଙ୍କୁ ଅକ୍ଷମତା ଏବଂ ତାଙ୍କର ଜୀବନ ବଞ୍ଚାଇପାରିବା। ଆସନ୍ତୁ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣ ବିଷୟରେ ବିସ୍ତୃତ ଭାବରେ ଜାଣିବା।