ପିଲାଙ୍କଠାରେ ମୋଟାପଣ, ଆପଣାନ୍ତୁ ଏହି ଟିପ୍ସ | Obesity in Children: How to Manage? in Odia |Praksmita Rout
About this video
ଆଜିକାଲି ଛୋଟ ଛୁଆଙ୍କର ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା। ଛୁଆ ବୟସରେ ମେଦ ବହୁଳତା ଯୋଗୁଁ ଡାଏବେଟିସ୍, ବ୍ଲଡ୍ ପ୍ରେସର, ମୋଟାପଣ ଏବଂ ହୃଦ୍ରୋଗ ଭଳି ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ। ତେଣୁ ପିଲାଙ୍କ ଡାଏଟ୍ ଏବଂ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ । ଛୋଟ ପିଲାଙ୍କ ମୋଟାପଣ କମାଇବା ପାଇଁ ପିତାମାତା କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍? ଆସନ୍ତୁ, ଏନେଇ ଡାଏଟିସିଆନ୍ ପ୍ରକ୍ସ୍ମିତା ରାଉତଙ୍କଠାରୁ ଜାଣିବା।