ହାତଗୋଡ଼ ଥରିବା: କେଉଁ ରୋଗର ଲକ୍ଷଣ? | Symptoms of Parkinson’s Disease in Odia | Dr Akhila Kumar Panda
About this video
ବୟସ ବଢ଼ିବା ସହିତ ଅନେକ ସମୟରେ ହାତଗୋଡ଼ ଥରିବା ଭଳି ସମସ୍ୟା ଦେଖାଦେଇଥାଏ। ଏହା ପାର୍କିନସନ୍ ରୋଗର ଲକ୍ଷଣ ହୋଇପାରେ। ମସ୍ତିଷ୍କରେ ଥିବା ଡୋପାମାଇନ୍ ହରମୋନ୍ ହ୍ରାସ ହେଲେ ପାର୍କିନସନ ରୋଗ ହୋଇଥାଏ। ଆସନ୍ତୁ, ଏନେଇ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅଖିଳ କୁମାର ପଣ୍ଡାଙ୍କଠାରୁ ଅଧିକ ଜାଣିବା। ହାତଗୋଡ଼ ଥରିବା: କେଉଁ ରୋଗର ଲକ୍ଷଣ? Parkinson's Disease is a chronic and progressive neurological disorder that primarily affects movement control. Symptoms of Parkinson's Disease include tremors, muscle rigidity, postural instability, and gait disturbances etc. What are the symptoms of Parkinson's Disease? Let's learn more from Dr Akhila Kumar Panda, a Neurologist. What are the Symptoms of Parkinson’s Disease? in Odia