କିଡ୍ନିକୁ ସୁସ୍ଥ ରଖିବା ପାଇଁ ଡାଏଟ୍ ଓ ବ୍ୟାୟାମ | Diet & Exercise for Healthy Kidney | Dr Sukanta Padhy
About this video
କିଡ୍ନି ରୋଗ ହେବାର ମୁଖ୍ୟ କାରଣ ହେଉଛି ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚରକ୍ତଚାପ। ଏହାଛଡ଼ା ପନିପରିବାରେ ମାତ୍ରାଧିକ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ତଥା ପେନ୍କିଲରର ସେବନ ଯୋଗୁଁ କିଡ୍ନି ଖରାପ ହୋଇଥାଏ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟଙ୍କଠାରୁ ଜାଣିବା କିଡ୍ନିକୁ କେମିତି ରଖିବେ ସୁସ୍ଥ? Kidneys are an important part of our body. It acts as a filter to cleanse all the waste from the body. The main causes of kidney disease are uncontrolled diabetes and high blood pressure. What are the causes of kidney disease? How to keep your kidney healthy? Let us know more Urologist Dr Sukanta Kumar Padhy.