Skip to main content

ମେନ୍‌ଷ୍ଟ୍ରୁଆଲ କପ୍‌: କ’ଣ ଓ କାହିଁକି? | Use of Menstrual Cups in Odia | Dr Swapnita Hota

Dr Swapnita Hota31 May 20244:132.2K views

About this video

ପିରିୟଡ୍‌ସ ସମୟରେ ସ୍ୱଚ୍ଛତା ପରିଚାଳନା କରିବାରେ ପିରିୟଡ୍‌ସ ପ୍ରଡକ୍ଟର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ପ୍ୟାଡ୍‌, ଟାମ୍ପୁନ୍‌କୁ ବାଦ୍‌ ଦେଲେ ବର୍ତ୍ତମାନ ମେନ୍‌ଷ୍ଟ୍ରୁଆଲ କପ୍‌ର ବ୍ୟବହାର ବଢ଼ିଛି। ମେନ୍‌ଷ୍ଟ୍ରୁଆଲ କପ୍‌ କ’ଣ? ଏହା କାହିଁକି ଦରକାର ଏବଂ ଏହାର ବ୍ୟବହାର ବିଷୟରେ ଆସନ୍ତୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵପ୍‌ନିତା ହୋତାଙ୍କଠାରୁ ଅଧିକ ଜାଣିବା। ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍। A menstrual cup is a type of menstrual hygiene product that is inserted into the vagina during menstruation to collect menstrual fluid. Unlike tampons and pads, which absorb the fluid, a menstrual cup collects it until it is emptied. How to use Menstrual Cups? Let's know more about Menstrual Cups from Dr Swapnita Hota, an Obstetrician and Gynaecologist.