ଚାଲ ପିରିୟଡ୍ସ ବିଷୟରେ କଥା ହେବା | Let’s Talk Period, in Odia | #PeriodFriendlyWorld
About this video
ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ଓ ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ ଓ ସଙ୍କୋଚ ରହିଛି। ଆସନ୍ତୁ, ଏହି ଭିଡିଓ ମାଧ୍ୟମରେ ଜାଣିବା ଋତୁସ୍ରାବ କ’ଣ ଓ କାହିଁକି, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା, ଋତୁସ୍ରାବଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତା’ର ଉପଚାର ବିଷୟରେ। Periods are a natural biological process that occur every month in girls and women, marking the beginning of womanhood & supporting reproductive health. Yet, because of widespread myths, stigma, and societal taboos, many still feel hesitant or ashamed to talk openly about Periods. Awareness is the primary tool to dismantle the outdated practices towards menstruation. Let's learn more in this video Menarche to Menopause, a special capsule answering FAQs on #Periods.