Skip to main content

ସଚେତନ ରହିଲେ ହିଁ କରୋନା ଭାଇରସ୍‌ ସଂକ୍ରମଣକୁ ରୋକି ହେବ – ଡାକ୍ତର ପିନାକୀ ପାଣିଗ୍ରାହୀ | AIPH University

Swasthya Plus Network23 March 20204:27114 views

About this video

L I K E || S H A R E || S U B S C R I B E କରୋନା ଭାଇରସ୍‌ ପ୍ରତି ଲୋକମାନେ କେମିତି ସଚେତନ ହେବେ ଏବଂ ସଂକ୍ରମଣକୁ କେମିତି ରୋକିହେବ ସେନେଇ ଆମେରିକାରେ ରହୁଥିବା ଏସିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ହେଲ୍‌ଥ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ସଭାପତି ଡାକ୍ତର ପିନାକୀ ପାଣିଗ୍ରାହୀ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। SwashtyaPlus, the first health portal of Odisha brings stories and tips in text and video format on health, hygiene, nutrition and lifestyle. Connect with us at www.swasthya.plus