ପିଲାଙ୍କଠାରେ ଆସ୍ଥମା: କାହିଁକି ହୁଏ? | Asthma in Children: How to Treat? in Odia | Dr Snehamayee Nayak

Dr Snehamayee Nayak9 April 202410:483.2K views

About this video

ଆସ୍ଥମା ହେଉଛି ଦୀର୍ଘସ୍ଥାୟୀ ଶ୍ୱାସକ୍ରିୟା ଜନିତ ରୋଗ ଯାହା ଶ୍ୱାସକ୍ରିୟାରେ ପ୍ରଦାହ କିମ୍ବା ସଙ୍କୁଚିତ ହେବା ଦ୍ୱାରା ହୋଇପାରେ। ଏହା ଦ୍ୱାରା ପ୍ରଶ୍ୱାସ ନେବାରେ ସମସ୍ୟା, କାଶ ହେବା, ଛାତିରେ କଷ୍ଟ ଅନୁଭବ ଭଳି ଲକ୍ଷଣ ଦେଖାଦିଏ। ପିଲାଙ୍କଠାରେ ଆସ୍ଥମା ହେଲେ ଏହାକୁ ପରିଚାଳନା କରିବା ଜରୁରୀ। ଆସନ୍ତୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେୟମୟୀ ନାୟକଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।