ଅଷ୍ଟିଓପୋରସିସ୍ - କାରଣ, ଚିକିତ୍ସା, ନିରାକରଣ | Dr Smarajit Patnaik on Causes & Prevention of Osteoporosis

Dr Smarajit Patnaik20 October 202010:292.5K views

About this video

ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହେବା ଯୋଗୁଁ ଏହା ଫମ୍ପା ହୋଇଯାଏ। ଫଳରେ ହାଡ଼ଗୁଡ଼ିକରେ ଆଉ ପୂର୍ବ ଭଳି ଶକ୍ତି ରହେ ନାହିଁ। ଛୋଟ ଆଘାତ ଲାଗିଲେ କିମ୍ବା ପଡ଼ିଗଲେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ଏହି ରୋଗକୁ ଆମେ ଅଷ୍ଟିଓପୋରସିସ୍ ବୋଲି କହିଥାଉ। ତେବେ ଅଷ୍ଟିଓପୋରସିସ୍ ହେବାର କାରଣ କ’ଣ? କେମିତି ଏହାକୁ ରୋକିପାରିବା? ଏନେଇ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସ୍ମରଜିତ ପଟ୍ଟନାୟକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।