Skip to main content

ମୁହଁରେ କଳାଦାଗ କାହିଁକି ହୁଏ? | What causes Melasma? in Odia | Dr Hara Prasanna Tripathy

Dr Hara Prasanna Tripathy3 November 20264:05633 views

About this video

କିଛି ମହିଳାଙ୍କ ମୁହଁରେ କଳାଦାଗ ହୋଇଥାଏ। ସାଧାରଣତଃ କପାଳ, ଗାଲର ଉପର ଭାଗ ଏବଂ ନାକ ପାଖରେ କଳାଦାଗ ହୋଇଥାଏ। ଏହାର ଅନେକ କାରଣ ରହିଛି। ତେଣୁ ଘରେ କୌଣସି ଉପଚାର ନକରି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଆସନ୍ତୁ, ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ହର ପ୍ରସନ୍ନ ତ୍ରିପାଠୀଙ୍କଠାରୁ ଏନେଇ ଅଧିକ ଜାଣିବା। ମୁହଁରେ କଳାଦାଗ କାହିଁକି ହୁଏ? Melasma is a pigmentation disorder characterized by the development of dark patches on the face. Proper skincare, sun protection and medical treatment can help manage pigmentation. What causes Melasma? Let’s learn more from Dr Hara Prasanna Tripathy, a Dermatologist. What causes Melasma? in Odia