ମାନସିକ ରୋଗୀଙ୍କ ପାଇଁ ସୁସ୍ଥ ଜୀବନଶୈଳୀ । Dr Satyakam Mohapatra on Lifestyle of mental patients in Odia
About this video
ମାନସିକ ରୋଗୀ ନିଜର ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ସେମାନଙ୍କ ଜୀବନଶୈଳୀ ଓ ଖାଦ୍ୟପେୟ କେମିତି ହେବା ଦରକାର? ସେନେଇ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ପରାମର୍ଶ, ଜାଣନ୍ତୁ। A person suffering from mental disorder needs to pay more attention to his/her lifestyle and diet. What should their lifestyle and diet be like? Let us know more from Dr Satyakam Mohapatra, a Neuropsychiatrist.