ପ୍ରତି କଥାରେ ରାଗି ଯାଉଛନ୍ତି କି, ଆପଣାନ୍ତୁ ଏହି ଉପାୟ | How to control Anger? in Odia | Dr Sambeet Patra
About this video
କ୍ରୋଧ ବା ରାଗ ଲାଗିବା ଏକ ସାଧାରଣ ଅବସ୍ଥା। ଅନେକ ସମୟରେ କିଛି ବ୍ୟକ୍ତିଙ୍କଠାରେ ଅହେତୁକ କ୍ରୋଧ ଦେଖିବାକୁ ମିଳିଥାଏ। ଫଳରେ ବ୍ୟକ୍ତିଜଣକ ହିତାହିତ ଜ୍ଞାନ ଭୁଲିଯାଇ ନିଜର କିମ୍ବା ଅନ୍ୟର କ୍ଷତି ପହଞ୍ଚାଇଥାଏ। ନିଜ ରାଗକୁ କିପରି ନିୟନ୍ତ୍ରଣ କରିବେ? ଆସନ୍ତୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ପାତ୍ରଙ୍କଠାରୁ ଏନେଇ ଅଧିକ ଜାଣିବା। ପ୍ରତି କଥାରେ ରାଗି ଯାଉଛନ୍ତି କି, ଆପଣାନ୍ତୁ ଏହି ଉପାୟ Anger is a natural emotion, but uncontrolled anger can have negative effects on various aspects of life. Anger management is crucial for maintaining healthy relationships, improving mental and physical health. How to deal with Anger Issues? Let's learn more about Anger management from Dr Sambeet Patra, a Neuropsychiatrist. How to control Anger? in Odia